ପୁରୁଜା Purujā

  • ବୈଦେ. ବି. (ଫା. ପୁର୍ଜା) — ମାରୁଆଡ଼ିମାନଙ୍କ ବ୍ୟବସାୟରେ ପ୍ରଚଳିତ ହେଣ୍ଡ— ନୋଟ — Handnote current amongst the Marwari business-men
  • ବୈଦେ. ବି. (ଫା. ପୁର୍ଜା) — ଖତ; ଋଣ ପତ୍ର — A slip of paper indicating a loan