ପୁରୁଖା କଥା Purukhā kathā

  • ଦେ. ବି — ବୃଦ୍ଧ ପ୍ରବୀଣ ବ୍ୟକ୍ତିଙ୍କ ମୁଖନିଃସୃତ ଉପଦେଶ — The advice or words uttered by the elders
  • ଦେ. ବି — ମରହଟ୍ଟିଆ ବିଷୟ — Obsolete matters
  • ଦେ. ବି — ବହୁ ଦିନର ପୁରୁଣା ଖବର — Stale news
  • ଦେ. ବି — ପ୍ରାଚୀନ ବିଷୟ — Ancient matters
  • ଦେ. ବି — ଆଗକାର କଥା — Thing and association of the past
  • ଦେ. ବି — ପ୍ରବଚନ; ପ୍ରବାଦ ବାକ୍ୟ — Proverbs