ପୁରହା Purahā

  • ସଂ. ବି. (ପୁର=ତ୍ରିପୁର+ହା ଧାତୁ+ କ୍ୱିପ୍; ପୁରହନ୍ ଶବ୍ଦ 1 ମା. 1 ବ.) — ମହାଦେବ — Ṡiba
  • ସଂ. ବି. (ପୁର=ତ୍ରିପୁର+ହା ଧାତୁ+ କ୍ୱିପ୍; ପୁରହନ୍ ଶବ୍ଦ 1 ମା. 1 ବ.) — ବିଷ୍ଣୁ — Bishṇu