ପୁରାକଳ୍ପ Purā kaḻpa

  • ସଂ. ବି. (ପୁରା+କଳ୍ପ) — ପୂର୍ବବର୍ତ୍ତୀ ସୃଷ୍ଟି — A former creation (Apte)
  • ସଂ. ବି. (ପୁରା+କଳ୍ପ) — ଅତୀତ ସମୟର କାହାଣୀ — A story of the past (Apte)
  • ସଂ. ବି. (ପୁରା+କଳ୍ପ) — ଅତୀତ ଯୁଗ — A former age (Apte)