ପୁରସ୍ତାତ୍ Purastāt

  • ସଂ. ଅ. (ପୁରସ୍+ତାତ) — ପୂର୍ବ ଦିଗରେ — East-ward; in the east
  • ସଂ. ଅ. (ପୁରସ୍+ତାତ) — ପୂର୍ବେ; ପୂର୍ବ କାଳରେ; ଏଥି ପୂର୍ବେ — Formerly; before; proviously
  • ସଂ. ଅ. (ପୁରସ୍+ତାତ) — ପୁରା କାଳରେ — In old times; in times gone by
  • ସଂ. ଅ. (ପୁରସ୍+ତାତ) — ପ୍ରଥମେ — Originally; at first; in the beginning
  • ସଂ. ଅ. (ପୁରସ୍+ତାତ) — ଅଗ୍ର ଦେଶରେ; ଆଗେ; ସମ୍ମୁଖରେ — In front