ପୁରସ୍ତ୍ରୀ Purastrī
- ସଂ. ବି. ( 6 ଷ୍ଠୀ ତତ୍) — ନଗର ବାସିନୀ ସ୍ତ୍ରୀ — A citizeness; a woman dwelling in a town
- ସଂ. ବି. ( 6 ଷ୍ଠୀ ତତ୍) — ଗୃହିଣୀ — A dame; a matron; house-wife
- ସଂ. ବି. ( 6 ଷ୍ଠୀ ତତ୍) — କୁଳ ନାରୀ; ପତିବ୍ରତା ସ୍ତ୍ରୀ — A caste woman
- ସଂ. ବି. ( 6 ଷ୍ଠୀ ତତ୍) — ଅନ୍ତଃପୁର ବାସିନୀ ନାରୀ; କୁଳବଧୁ; ବୋହୁ ଭୁଆସୁଣୀ — A woman of the harem; a woman who does not come out of the public