ପୁନା Punā

  • ଦେ. ବି. — (ପୁଂ) ପୂର୍ଣ୍ଣାନନ୍ଦର ଡାକନାମ — A name for calling Pūṇṇānanda
  • ଦେ. ବି. — (ସ୍ତ୍ରୀ) ଅନ୍ନପୂର୍ଣ୍ଣାର ଡାକନାମ — A name for calling Annapūrṇṇā
  • ଦେ. ବି. — (କ୍ଳୀ) ବମ୍ବେ ପ୍ରେସିଡେନ୍ସିର ପ୍ରସିଦ୍ଧ ନଗର — Poona, a famous city of Bombay