ପୁନାଙ୍ଗ ତେଲ Punāṅga tela

  • ଦେ. ବି — ପୁଲାଙ୍ଗ ମଞ୍ଜିକୁ ପେଡ଼ି ବାହାର କରାଯିବା ତେଲ — Pinnay oil
  • ଦେ. ବି — [ଦ୍ର—ଏ ତେଲ ଦୀପ ଜାଳିବାରେ ବ୍ୟବହୃତ ହୁଏ, ପୋଡ଼ା ଘାଆ ଉପରେ ଏହା ବୋଳିଲେ ଉପକାର ହୁଏ।]