ପୁନର୍ଭବୀ Punarbhabī

  • ସଂ. ବି.—(ପୁନର୍ଭବ+ଈ) — ଜୀବାତ୍ମା; (ଯାହା ଜୀବର ମୃତ୍ୟୁ ପରେ ଅନ୍ୟ ଦେହରେ ଆବିର୍ଭୂତ ହୁଏ) — The sentient soul (existing again after the dissolution of one's body in another form)