ପୁନାଙ୍ଗ ବଳିତା Punāṅga baḻitā
- ଦେ. ବି — ପୁଲାଙ୍ଗ ମଞ୍ଜି ଭିତରର ଶୁଖିଲା ଶସକୁ ବାଟି କନାରେ ପୂରାଇ ଦୀପ ପରି ବ୍ୟବହାର କରାଯିବା ବର୍ତ୍ତିକା — A rag containing the kernel of the seed of mast wood rolled into a wick and used for lighting purposes
- ଦେ. ବି — ପୁଲାଙ୍ଗ ତେଲରେ ବୁଡ଼ା ହୋଇଥିବା ବର୍ତ୍ତିକା — A wick immersed in Pinnay oil