ପୁନର୍ବିଭା Punarbibhā

  • ଦେ. ବି. (ସଂ. ପୁନର୍ବିବାହ) — ଗର୍ଭାଧାନ ବା ଦ୍ୱିରାଗମନ ରୂପ ସଂସ୍କାର; ପୁନର୍ବିବାହ; ଆଶୀର୍ବାଦ ଘର — The ceremony of consummation of marriage of a girl-wife after puberty