ପୁଣ୍ଡ Puṇḍa

  • ସଂ. ବି—(ପୁଣ୍ଡ ଧାତୁ+କର୍ତ୍ତୃ. ଅ; ଯାହା କପାଳକୁ ଶୋଭିତ କରେ) — କପାଳରେ ଓ ଭ୍ରୂଲତା ମଧ୍ୟରେ କଟାଯିବା ତିଳକ ବା ଚନ୍ଦନର ଚିତା — Mark of sandal paste painted on the forehead and between the eyebrows