ପୁଣ୍ଡରୀକ ବାସୁଦେବ Puṇḍarīka bāsudeba
- ସଂ. ବି. — ପୁଣ୍ଡରୀକ ନାମଧାରୀ ଜଣେ ପୌରାଣିକ ରାଜା — Name of a king who wanted to be as famous as Bishṇu but failed
- ସଂ. ବି. — [ଦ୍ର—ଏ ବିଷ୍ଣୁଙ୍କ ସଦୃଶ ବେଶଭୂଷା ଧରି ବିଷ୍ଣୁଙ୍କ ପରି ବିଖ୍ୟାତ ହେବାକୁ ଚେଷ୍ଟା କରି ହାସ୍ୟାସ୍ପଦ ହୋଇଥିଲେ। ଏହାଙ୍କର ଅନ୍ୟ ନାମ ପୌଣ୍ଡ୍ରିକ ଓ ପୁଣ୍ଡୁରୀକ ରାଜା।]