ପୁଣ ପୁଣି Puṇa puṇi

  • ଦେ. ଅ. (ସଂ. ପୁନଃପୁନଃ) — ପୁଣପୁଣ (ଦେଖ) — Puṇapuṇa (See)
  • ଦେ. ଅ. (ସଂ. ପୁନଃପୁନଃ) — ପାଞ୍ଚଜନ୍ୟ ଶଙ୍ଖ ଧରିଣ ଚକ୍ରପାଣି ବଜାଇଲେ ମୁଖରେ ଭରି ପୁଣି ପୁଣି। କୃଷ୍ଣସିଂହ, ମହାଭାରତ, ଭୀଷ୍ମ।