ପୁଣ୍ଡରୀକ Puṇḍarīka

  • ସଂ. ବି—(ପୁଣ୍ଡ ଧାତୁ ପୀଡ଼ନ କରିବା, ଶୋଭନ କରିବା+ କର୍ତ୍ତୃ. ଅରୀକ) — ଶ୍ୱେତ ପଦ୍ମ — White lotus; Nelumbium Speciosum
  • ସଂ. ବି—(ପୁଣ୍ଡ ଧାତୁ ପୀଡ଼ନ କରିବା, ଶୋଭନ କରିବା+ କର୍ତ୍ତୃ. ଅରୀକ) — ଅଗ୍ନିକୋଣର ଦିଗ୍ଗଜ — The elephant guarding the S. E. quarter
  • ସଂ. ବି—(ପୁଣ୍ଡ ଧାତୁ ପୀଡ଼ନ କରିବା, ଶୋଭନ କରିବା+ କର୍ତ୍ତୃ. ଅରୀକ) — ନାଗ ବିଶେଷ — Name of a mythological serpent
  • ସଂ. ବି—(ପୁଣ୍ଡ ଧାତୁ ପୀଡ଼ନ କରିବା, ଶୋଭନ କରିବା+ କର୍ତ୍ତୃ. ଅରୀକ) — ବ୍ୟାଘ୍ର; ଚିତାବାଘ — Leopard
  • ସଂ. ବି—(ପୁଣ୍ଡ ଧାତୁ ପୀଡ଼ନ କରିବା, ଶୋଭନ କରିବା+ କର୍ତ୍ତୃ. ଅରୀକ) — ଏକପ୍ରକାର ଆଖୁ; ଧଳା ଆଖୁ — A kind of white sugarcane
  • ସଂ. ବି—(ପୁଣ୍ଡ ଧାତୁ ପୀଡ଼ନ କରିବା, ଶୋଭନ କରିବା+ କର୍ତ୍ତୃ. ଅରୀକ) — ଗୋଟି ପୋକ; ପାଟ ପୋକ — A silk coccoon
  • ସଂ. ବି—(ପୁଣ୍ଡ ଧାତୁ ପୀଡ଼ନ କରିବା, ଶୋଭନ କରିବା+ କର୍ତ୍ତୃ. ଅରୀକ) — ଗଜ ଜ୍ୱର; ହାତୀର ଜ୍ୱର ରୋଗ — Fever affecting an elephant
  • ସଂ. ବି—(ପୁଣ୍ଡ ଧାତୁ ପୀଡ଼ନ କରିବା, ଶୋଭନ କରିବା+ କର୍ତ୍ତୃ. ଅରୀକ) — ସହକାର; ଆମ୍ବ — Mango
  • ସଂ. ବି—(ପୁଣ୍ଡ ଧାତୁ ପୀଡ଼ନ କରିବା, ଶୋଭନ କରିବା+ କର୍ତ୍ତୃ. ଅରୀକ) — ଶିକ୍ଷକ — Teacher
  • ସଂ. ବି—(ପୁଣ୍ଡ ଧାତୁ ପୀଡ଼ନ କରିବା, ଶୋଭନ କରିବା+ କର୍ତ୍ତୃ. ଅରୀକ) — ବଡ଼ ଚାଟ; ଗଣ ଧର — Monitor of a class
  • ସଂ. ବି—(ପୁଣ୍ଡ ଧାତୁ ପୀଡ଼ନ କରିବା, ଶୋଭନ କରିବା+ କର୍ତ୍ତୃ. ଅରୀକ) — ଧଳା ରଙ୍ଗ — White colour
  • ସଂ. ବି—(ପୁଣ୍ଡ ଧାତୁ ପୀଡ଼ନ କରିବା, ଶୋଭନ କରିବା+ କର୍ତ୍ତୃ. ଅରୀକ) — କମଣ୍ଡଳୁ — A mendicant's water bowl