ପୁଣ ପୁଣେ Puṇa puṇe

  • ଦେ. କ୍ରି. (ସଂ. ପୁନଃପୁନଃ) — ପୁଣପୁଣ (ଦେଖ) — Puṇapuṇa (See)
  • ଦେ. କ୍ରି. (ସଂ. ପୁନଃପୁନଃ) — କେମନ୍ତେ ପ୍ରକୃତିର ଗୁଣେ ସୃଷ୍ଟି ସଞ୍ଚାରେ ପୁଣ ପୁଣେ—ଜଗନ୍ନାଥ, ଭାଗବତ।