ପୁଣ୍ଡା Puṇḍā

  • ପ୍ରାଦେ. (କଟକ) ବିଣ — ହୃଷ୍ଟପୁଷ୍ଟ; କୋଧା; ଫାପୁଲା — Fat; corpulent
  • ପ୍ରାଦେ. (ଗଡ଼ଜାତ)—ବି. — ଗାଈ, ମଇଁଷି ଆଦିଙ୍କ ପଲ ବା ଦଳ — A herd of cows or buffaloes