ପୁଣ୍ଡର୍ୟ୍ୟ Puṇḍarj̄ya

  • ସଂ. ବି. (ପୁଣ୍ଡ ଧାତୁ+ଅର୍ଯ୍ୟ) — ପୁଣ୍ଡରୀ (ଦେଖ) — Puṇḍarī (See)
  • ସଂ. ବି. (ପୁଣ୍ଡ ଧାତୁ+ଅର୍ଯ୍ୟ) — ନେତ୍ର ରୋଗ ନିବାରିବା ଭୈଷଜ୍ୟ ଲତାବିଶେଷ — A medicinal creeper used in curing eye-diseases