ପୁଣ୍ଡରୀକାୟତାକ୍ଷ Puṇḍarīkāyatāksha

  • ସଂ. ବିଣ. ପୁଂ.—(ପୁଣ୍ଡରୀକ ପରି ଆୟତ ଅର୍ଥାତ ବିସ୍ତୃତ ଅକ୍ଷି ଯାହାର) — ଶ୍ୱେତପଦ୍ମ ପରି ବିସ୍ତୃତ ଚକ୍ଷୁ ବିଶିଷ୍ଟ (ବ୍ୟକ୍ତି) — (a person) Having eyes as large as the white lotus