ପୁଣ୍ୟ Puṇya

  • ସଂ. ବି. (ପୁଣ ଧାତୁ+ଭାବ ବା କର୍ମ ଯ; କିମ୍ବା ପୂ ଧାତୁ=ଶୁଦ୍ଧ କରିବା+କର୍ତ୍ତୃ. ଯ; ଣ ଆଗମ) — ଧର୍ମ; ସଦାଚାର ଅନୁଷ୍ଠାନ — Doing good acts
  • ସଂ. ବି. (ପୁଣ ଧାତୁ+ଭାବ ବା କର୍ମ ଯ; କିମ୍ବା ପୂ ଧାତୁ=ଶୁଦ୍ଧ କରିବା+କର୍ତ୍ତୃ. ଯ; ଣ ଆଗମ) — ସୁକୃତ — Meritorious act; piety; virtuous act
  • ସଂ. ବି. (ପୁଣ ଧାତୁ+ଭାବ ବା କର୍ମ ଯ; କିମ୍ବା ପୂ ଧାତୁ=ଶୁଦ୍ଧ କରିବା+କର୍ତ୍ତୃ. ଯ; ଣ ଆଗମ) — ଧର୍ମ ବା ନୀତିସଙ୍ଗତ ଉତ୍କର୍ଷ — Moral or religious merit
  • ସଂ. ବି. (ପୁଣ ଧାତୁ+ଭାବ ବା କର୍ମ ଯ; କିମ୍ବା ପୂ ଧାତୁ=ଶୁଦ୍ଧ କରିବା+କର୍ତ୍ତୃ. ଯ; ଣ ଆଗମ) — ଶୁଦ୍ଧତା; ପବିତ୍ରତା — Purity
  • ସଂ. ବି. (ପୁଣ ଧାତୁ+ଭାବ ବା କର୍ମ ଯ; କିମ୍ବା ପୂ ଧାତୁ=ଶୁଦ୍ଧ କରିବା+କର୍ତ୍ତୃ. ଯ; ଣ ଆଗମ) — ଶୁଦ୍ଧୀକରଣ — Purification
  • ସଂ. ବି. (ପୁଣ ଧାତୁ+ଭାବ ବା କର୍ମ ଯ; କିମ୍ବା ପୂ ଧାତୁ=ଶୁଦ୍ଧ କରିବା+କର୍ତ୍ତୃ. ଯ; ଣ ଆଗମ) — ପରୋପକାର — Works benificial to others
  • ସଂ. ବିଣ — ପୂତ; ପବିତ୍ର — Pure; holy
  • ସଂ. ବିଣ — ନିର୍ମଳ — Clear
  • ସଂ. ବିଣ — ଶୁଭସୂଚକ — Auspicious
  • ସଂ. ବିଣ — ଧର୍ମାନୁମୋଦିତ; ଧାର୍ମିକ — Righteous; pious; meritorious
  • ସଂ. ବିଣ — ଆନନ୍ଦପ୍ରଦ — Pleasant; delightful
  • ସଂ. ବିଣ — ସତ୍ — Virtuos; honest