ପୀତି Pīti

  • ସଂ. ବି. (ପା ଧାତୁ+ କର୍ତ୍ତୃ. ତି) — ଘୋଡ଼ା — Horse
  • ସଂ. ବି. (ପା ଧାତୁ+ କର୍ତ୍ତୃ. ତି) — (+ ଭାବ. ତି) ପାନ, ପିଇବା — Drinking; draught
  • ସଂ. ବି. (ପା ଧାତୁ+ କର୍ତ୍ତୃ. ତି) — (+ ଅଧି. ତି) ଶୁଣ୍ଢୀ ଦୋକାନ; ଶୌଣ୍ଡିକାଳୟ — Wine shop; dram shop; tavern
  • ସଂ. ବି. (ପା ଧାତୁ+ କର୍ତ୍ତୃ. ତି) — ହାତୀ ଶୁଣ୍ଢ — The proboscis of an elephant
  • ସଂ. ବି. (ପା ଧାତୁ+ କର୍ତ୍ତୃ. ତି) — ଗତି; ଗମନ — Going (Apte)
  • ସଂ. ବି. (ପା ଧାତୁ+ କର୍ତ୍ତୃ. ତି) — (ବୈଦିକ) ରକ୍ଷଣ — (vedic) Protection