ପୀତାରୁଣ Pītāruṇa

  • ସଂ. ବି. ଓ ବିଣ—(ପୀତ+ ଅରୁଣ) — ହଳଦିଆ ମିଶା ନାଲି ରଙ୍ଗ — Yellowish red colour
  • ସଂ. ବି. ଓ ବିଣ—(ପୀତ+ ଅରୁଣ) — ସୁନ୍ଦରା ଫାଟିବା ବେଳ — Day break;
  • ସଂ. ବିଣ — ହଳଦିଆ ମିଶା ନାଲି — Yellow-red