ପୀନ Pīna
- ସଂ. ବିଣ. (ପ୍ୟାୟ ଧାତୁ=ବୃଦ୍ଧି ପାଇବା+ କର୍ତ୍ତୃ. ତ) — ସ୍ଥୂଳ; ମୋଟା — Muscular; fat; corpulent; robust; stout; bulky; plump
- ସଂ. ବିଣ. (ପ୍ୟାୟ ଧାତୁ=ବୃଦ୍ଧି ପାଇବା+ କର୍ତ୍ତୃ. ତ) — ଫୁଲି ଥିବା — Swollen
- ସଂ. ବିଣ. (ପ୍ୟାୟ ଧାତୁ=ବୃଦ୍ଧି ପାଇବା+ କର୍ତ୍ତୃ. ତ) — ପ୍ରବୃଦ୍ଧ; ପୁଷ୍ଟ — Enlarged; developed; profuse
- ସଂ. ବିଣ. (ପ୍ୟାୟ ଧାତୁ=ବୃଦ୍ଧି ପାଇବା+ କର୍ତ୍ତୃ. ତ) — ସମ୍ପନ୍ନ; ପୂର୍ଣ୍ଣ — Finished; full
- ସଂ. ବିଣ. (ପ୍ୟାୟ ଧାତୁ=ବୃଦ୍ଧି ପାଇବା+ କର୍ତ୍ତୃ. ତ) — ଗୋଲ ଓ ସ୍ଥୂଳ — Full and round
- ସଂ. ବିଣ. (ପ୍ୟାୟ ଧାତୁ=ବୃଦ୍ଧି ପାଇବା+ କର୍ତ୍ତୃ. ତ) — ମାଂସଳ — Brawny; fleshy. (Apte)