ପୀନ ଶିଳା Pīna ṡiḻā

  • ସଂ. ବି.—(କର୍ମଧା; ପୀନ+ ଶୀଳା) — କଠିନ ପ୍ରସ୍ତର — Hard stone
  • ସଂ. ବି.—(କର୍ମଧା; ପୀନ+ ଶୀଳା) — ବାଦ୍ୟ ବାଜଣା ଜଣା ଅର୍ଥେ ନ କରି ପରସ୍ପରେ କଥା ନୋହି, ବିପିନ ପୀନ ଶିଳା ପଛେ ସେ ଦ୍ୱୀପୀ ପ୍ରାୟ ଅବିଦିତ ହୋଇ। ଭଞ୍ଜ. ବୈଦେହୀଶବିଳାସ।