ପୀତାମ୍ବର ମିଶ୍ର କବିଚନ୍ଦନ Pītāmbara miṡra kabichandana
- ଦେ. ବି—(ନାମ) — ଜନୈକ ଓଡ଼ିଆ କବି — An Orḍ̠iā poet
- ଦେ. ବି—(ନାମ) — [ଦ୍ର— 19 ଶ ଶତାବ୍ଦୀର ଶେଷଭାଗର କବି। 'ରାମବିରୁଦାବଳୀ' ଓ 'ପୀତାମ୍ବରୀ ଚଣ୍ଡୀ' ପ୍ରଭୃତି ଗ୍ରନ୍ଥର ପ୍ରଣେତା—ଜଗବନ୍ଧୁ, ପ୍ରାଚୀନ ଉତ୍କଳ।] — [ଦ୍ର—19ଶ ଶତାବ୍ଦୀର ଶେଷଭାଗର କବି 'ରାମବିରୁଦାବଳୀ' ଓ 'ପୀତାମ୍ବରୀ ଚଣ୍ଡୀ' ପ୍ରଭୃତି ଗ୍ରନ୍ଥର ପ୍ରଣେତା—ଜଗବନ୍ଧୁ, ପ୍ରାଚୀନ ଉତ୍କଳ]