ପୀତାମ୍ବରା Pītāmbarā

  • ସଂ. ବିଣ. ସ୍ତ୍ରୀ—(ପୀତାମ୍ବର+ସ୍ତ୍ରୀ. ଆ) — ପୀତାମ୍ବର ପରିଧାନ କାରିଣୀ — (female) Wearing yellow cloth
  • ସଂ. ବି — ମହାଲକ୍ଷ୍ମୀ — Goddess Lakshmī
  • ସଂ. ବି — ବଗଳାମୁଖୀ — One of the forms of Durgā or Daṡamahābidyā