ପିର Pira
- ବୈଦେ. ବି. (ଫା. ପୀର) — ମୃତ୍ୟୁ ପରେ ପୂଜିତ ମୁସଲମାନ୍ ମହାପୁରୁଷ; ମୁସଲମାନ୍ ପୁଣ୍ୟାତ୍ମା ବା ଧାର୍ମିକ ବ୍ୟକ୍ତି; ମହାତ୍ମା — A Mahomedan saint worshipped after his death
- ବୈଦେ. ବି. (ଫା. ପୀର) — ହିନ୍ଦୁମାନଙ୍କଦ୍ୱାରା ପୂଜିତ ସତ୍ୟପୀର — Satyapīr who is worshipped by the Hindus
- ବୈଦେ. ବି. (ଫା. ପୀର) — [ଦ୍ର—ପାଲା ତଳେ ନୋଟ ଦେଖ।]
- ବୈଦେ. ବି. (ଫା. ପୀର) — ଧର୍ମଗୁରୁ — A religious preceptor
- ଦେ. ବିଣ. — (ଲକ୍ଷଣାର୍ଥ; ବ୍ୟଙ୍ଗ) ସମସ୍ତଙ୍କଠାରୁ ବେଶି — (ironical) Greatest
- ଦେ. ବିଣ. — (ଯଥା—ସେ ଦୁଷ୍ଟଙ୍କ ପିର ଅଟେ।)