ପିୟାରା Piyārā

  • ଦେ. ବିଣ (ସଂ. ପ୍ରିୟ) — ପ୍ରିୟ — Dear
  • ଦେ. ବିଣ (ସଂ. ପ୍ରିୟ) — ମାମୁଁ ମାଈଁ କାମର ପିଆରା। ଫକୀରମୋହନ, ଗଳ୍ପସ୍ୱଳ୍ପ।
  • ଦେ. ବିଣ (ସଂ. ପ୍ରିୟ) — ପ୍ରିୟତମ — 1. Dearest; beloved
  • ଦେ. ବିଣ (ସଂ. ପ୍ରିୟ) — ଅଧୀନ (ବ୍ୟକ୍ତି) ବଶଂବଦ — Dependant; subservient
  • ଦେ. ବି (ସଂ. ପାରେବତ ଫଳ; ତୁଳ. ପର୍ଟୁଗୀଜ୍—ପେରା) — ଏକ ପ୍ରକାର ପିଦୁଡ଼ି — Guava (fruit); Ficus Carica
  • ଦେ. ବି (ସଂ. ପାରେବତ ଫଳ; ତୁଳ. ପର୍ଟୁଗୀଜ୍—ପେରା) — ପ୍ରିୟପାତ୍ର — Favourite; beloved person
  • ଦେ. ବି (ସଂ. ପାରେବତ ଫଳ; ତୁଳ. ପର୍ଟୁଗୀଜ୍—ପେରା) — ସ୍ନେହ; ପ୍ରେମ; ଆଦର — Attachment; love