ପିରାମିଡ୍ Pirāmid

  • ବୈଦେ. ବି. (ଇଂ) — ଆଫ୍ରିକା ମହାଦେଶର ଇଜିପ୍ଟ ବା ମିଶର ଦେଶର ପ୍ରାଚୀନ ରାଜାମାନଙ୍କର ସମାଧିସ୍ତୂପ — Pyramid; the Pyramids of Egypt
  • ବୈଦେ. ବି. (ଇଂ) — [ଦ୍ର—ଏଥିରେ ସେମାନଙ୍କର ମୃତ ଦେହ ପୋତା ଯାଉଥିଲା। ଏହା ଇଟା ଓ ପଥରର ଚତୁଷ୍କୋଣ କ୍ଷେତ୍ର ଉପରେ କ୍ରମସୂକ୍ଷ୍ମ ତ୍ରିଭୁଜାକାରର ସ୍ତୂପରୂପେ ଉଠି ଗୋଟିଏ ବିନ୍ଦୁରେ ଶେଷ ହୋଇଥାଏ।]