ପିଞ୍ଜୂ Pin̄jū

  • ସଂ. ବି. (ପିଞ୍ଜ ଧାତୁ+ଉ; ଊ) — ଦୀପର ବଳିତା; ବତୀ — The wick of a lamp
  • ପ୍ରାଦେ. (ଗଡ଼ଜାତ) ବି — ତୁଳାର ବଳଣା — A roll of carded cotton used in spinning thread
  • ପ୍ରାଦେ. (ଗଡ଼ଜାତ) ବି — (ଯଥା—ସେ ପିଞ୍ଜୁ ବୋଳିଳା ପରି ଲୋକଟାଏ।)