ପିଞ୍ଜିବା Pin̄jibā

  • ଦେ. କ୍ରି. (ସଂ. ପିଞ୍ଜ ଧାତୁ= ଆଘାତ କରିବା) — ତୁଳାକୁ ଭିଣିବା — To cleanse or card cotton into wool
  • ଦେ. କ୍ରି. (ସଂ. ପିଞ୍ଜ ଧାତୁ= ଆଘାତ କରିବା) — ତୁଳା ଭିଣିବା ପରି ମନ୍ଥି ପକାଇବା — To thoroughly overhaul (like carding cotton)
  • ଦେ. କ୍ରି. (ସଂ. ପିଞ୍ଜ ଧାତୁ= ଆଘାତ କରିବା) — ଛିନ୍ନବିଛିନ୍ନ କରିବା — To smash up; to disentangle the parts of a thing
  • ଦେ. କ୍ରି. (ସଂ. ପିଞ୍ଜ ଧାତୁ= ଆଘାତ କରିବା) — ଆଜ କରିବି ଖଣ୍ଡ ଖଣ୍ଡ, ଛାଟେ ପିଞ୍ଜିବି ତୋର ପିଣ୍ଡ— ଜଗନ୍ନାଥ, ଭାଗବତ।