ପିଞ୍ଜ୍ (ଧାତୁ) Pin̄j (root)
- ସଂ. — ଆଘାତ କରିବା — To strike
- ସଂ. — ବଧ କରିବା — To kill
- ସଂ. — ବାସ କରିବା — To live
- ସଂ. — ସ୍ପର୍ଶ କରିବା — To touch
- ସଂ. — ମିଳିତ ହେବା — To meet; to mix with
- ସଂ. — ଚକ୍ ଚକ୍ ହେବା; ଦୀପ୍ତି ପାଇବା — To shine; to sparkle
- ସଂ. — ପିଙ୍ଗଳ ବର୍ଣ୍ଣ ହେବା — To become tawny
- ସଂ. — ରଞ୍ଜିତ କରିବା — To paint; to dye