ପିଞ୍ଜେଇବା Pin̄jeibā

  • ଦେ. କ୍ରି—(ସଂ. ପିଞ୍ଜ ଧାତୁ=ଆଘାତ କରିବା — ପିଞ୍ଜିବା କ୍ରିୟାର ଣିଜନ୍ତରୂପ — Causative of Pin̄jibā
  • ଦେ. କ୍ରି—(ସଂ. ପିଞ୍ଜ ଧାତୁ=ଆଘାତ କରିବା — ମୃଦୁଳାକୁ ତୁଳା ନୋହିକରି ତୁଳ ଦେହକୁ ପିଞ୍ଜାଇ ହେଉଛି— ଅଭିମନ୍ୟୁ, ବିଦଗ୍ଧଚିନ୍ତାମଣି।