ପିଟ Piṭa
- ସଂ. ବି. (ପିଟ୍ ଧାତୁ+କର୍ମ. ଅ) — ବାଉଁଶ ପାତିଆ ନିର୍ମିତ ଟୋକେଇ; ଡୋଲି — Basket made of bamboo laths
- ସଂ. ବି. (ପିଟ୍ ଧାତୁ+କର୍ମ. ଅ) — ପେଡ଼ା; ପେଟରା; ପେଡ଼ି — A wicker work trunk
- ସଂ. ବି. (ପିଟ୍ ଧାତୁ+କର୍ମ. ଅ) — ଫୋଟକା; ବିଷ୍ଫୋଟକ — Pimple; blister; postule
- ସଂ. ବି. (ପିଟ୍ ଧାତୁ+କର୍ମ. ଅ) — ଘୁସୁରିଙ୍କ ଅଟେଇ — Hovel for hogs; crib
- ସଂ. ବି. (ପିଟ୍ ଧାତୁ+କର୍ମ. ଅ) — ଗୃହ — House
- ସଂ. ବି. (ପିଟ୍ ଧାତୁ+କର୍ମ. ଅ) — ଛାତ — Roof (Apte)
- ସଂ. ବି. (ପିଟ୍ ଧାତୁ+କର୍ମ. ଅ) — ଧ୍ୱଜାରେ ଲାଗିବା ଅଳଙ୍କାରବିଶେଷ — A kind of decoration attached to a flag
- ସଂ. ବି. (ପିଟ୍ ଧାତୁ+କର୍ମ. ଅ) — ଗ୍ରନ୍ଥ ବିଭାଗ; ଗ୍ରନ୍ଥର ଖଣ୍ଡ (ହି. ଶ.) — Volume of a book or literary production
- ସଂ. ବି. (ପିଟ୍ ଧାତୁ+କର୍ମ. ଅ) — ରଚନା ବା ଲେଖାର ସଂଗ୍ରହ — A collection of writings (Apte)
- ସଂ. ବି. (ପିଟ୍ ଧାତୁ+କର୍ମ. ଅ) — ଶସ୍ୟାଗାର; ଅମାର — Granary (Apte)