ପାଶୁପତ Pāṡupata
- ସଂ. ବିଣ. (ପଶୁପତି=ମହାଦେବ+ଅ) — ମହାଦେବସମ୍ବନ୍ଧୀୟ — Belonging to Mahādeba
- ସଂ. ବି — ଶିବଭକ୍ତ; ଶୈବ — A devotee of Ṡiba
- ସଂ. ବି — ମହାଦେବଙ୍କ ଅସ୍ତ୍ରବିଶେଷ; ଶିବଙ୍କ ଅମୋଘାସ୍ତ୍ର — Name of a weapon of Ṡiba
- ସଂ. ବି — [ଦ୍ର—ଅର୍ଜୁନଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ମହାଦେବ ଏହାକୁ ଅର୍ଜୁନଙ୍କୁ ଉପହାର ଦେଇଥିଲେ।]
- ସଂ. ବି — ବକ ଫୁଲ; ଅଗସ୍ତୀ ଫୁଲ — A flower; Agasti; Grandiflora