ପାଂଶୁକୀ Pāṁṡukā
- ସଂ. ବି. ସ୍ତ୍ରୀ. (ପାଂଶୁକ+ସ୍ତ୍ରୀ ଈ) — ଅସତୀ ସ୍ତ୍ରୀ — An unchaste woman
- ସଂ. ବି. ସ୍ତ୍ରୀ. (ପାଂଶୁକ+ସ୍ତ୍ରୀ ଈ) — ରଜସ୍ୱଳା ବା ଋତୁମତୀ ସ୍ତ୍ରୀ; ରଜୋବତୀ ସ୍ତ୍ରୀ — A woman in her menses; menstruous woman
- ସଂ. ବି. ସ୍ତ୍ରୀ. (ପାଂଶୁକ+ସ୍ତ୍ରୀ ଈ) — ପିତୃକୁଳ ବା ସ୍ୱାମିକୁଳରେ କଳଙ୍କ ଲଗାଇବା ସ୍ତ୍ରୀ — A woman who brings stain on her husband's or father's family
- ସଂ. ବି. ସ୍ତ୍ରୀ. (ପାଂଶୁକ+ସ୍ତ୍ରୀ ଈ) — ପୃଥିବୀ — The earth
- ସଂ. ବି. ସ୍ତ୍ରୀ. (ପାଂଶୁକ+ସ୍ତ୍ରୀ ଈ) — କେତକୀ ବା କିଆଫୁଲ; (ଯଥା—ଏଥିର କେଶର ରଜଃ— ପୂର୍ଣ୍ଣ ଥିବାରୁ) — Pandanus Odoratissimus. (flower)
- ସଂ. ବି. ସ୍ତ୍ରୀ. (ପାଂଶୁକ+ସ୍ତ୍ରୀ ଈ) — ଦୁଶ୍ଚରିତ୍ରା ସ୍ତ୍ରୀ — A licentious woman (M.W.)