ପାଶୁପତବ୍ରତ Pāṡupatabrata

  • ସଂ. ବି — ବ୍ରତବିଶେଷ — A religious penance
  • ସଂ. ବି — [ଦ୍ର—ଏହି ବ୍ରତପାଳନକାରୀ ବ୍ୟକ୍ତି ଦ୍ୱାଦଶୀ ଦିନ ଥରେମାତ୍ର ଖାଇବେ। ତ୍ରୟୋଦଶୀ ଦିନ ଅଯାଚିତଭାବରେ ଯେ ଯାହା ଦେବ ଖାଇବେ। ଚତୁର୍ଦ୍ଦଶୀ ଦିନ ଦିନଯାକ ଉପବାସ କରି ରାତିରେ ଖାଇବେ ଓ ତହିଁ ପରଦିନ ଉପବାସ କରିବେ।]