ପାଂଶୁକୂଳ Pāṁṡukūḻa
- ସଂ. ବି — ଧୂଳିଗଦା; ଅଳିଆଗଦା — A dust heap
- ସଂ. ବି — ପାଉଁଶ କୁଢ଼ (ଦେଖ) — Pāuñṡakuṟḍ̠ẖa (See)
- ସଂ. ବି — ବୌଦ୍ଧଭିକ୍ଷୁକମାନଙ୍କ ପରିଧେୟ ପାଇଁ ବ୍ୟବହୃତ ଚିରାକନା, ଯାହା କି ଅଳିଆଗଦାରୁ ଗୋଟିଆଯାଏ — A collection of rags out of a dust-heap used by Buddhist monks for their clothing. (M.W.)