ପାଶି Pāṡi

  • ଦେ. ବି. (ସଂ. ପାଶ) — ଫାଶ — Noose; snare
  • ଦେ. ବି. (ସଂ. ପାଶ) — ବାନ୍ଧିବାକୁ ମୋ ମନ ତୁ ପାଶି। କବିସୂର୍ଯ୍ୟ. କିଶୋରୀଚମ୍ପୂ ବ ଗୀତ।