ପାଶା Pāṡā
- ପ୍ରାଦେ. (ବସ୍ତର) ବି. (ସଂ. ପାଶକ) — ପଶା ଖେଳ — The game of dice
- ପ୍ରାଦେ. (ବସ୍ତର) ବି. (ସଂ. ପାଶକ) — (ବଣିଆ ଶବ୍ଦ) ଅଳଙ୍କାରରେ ବ୍ୟବହୃତ ହେବା ଏକ ପ୍ରକାର ରୂପା କଡ଼ି — A kind of silver ring used in ornaments
- ବୈଦେ. ବି. (ତୁର୍କୀ ଭାଷା; ଫା. ବାଦ୍ଶାହ୍) — ତୁରସ୍କର ସର୍ଦ୍ଦାରମାନଙ୍କର ଉପାଧିବିଶେଷ — Pasha; a title of Turkish Chiefs