ପାଶମୁଦ୍ରା Pāṡamudrā

  • ସଂ. ବି — ତାନ୍ତ୍ରିକମାନଙ୍କ ବ୍ୟବହୃତ କରମୁଦ୍ରାବିଶେଷ — A posture of the fingers used by Tantra worshippers
  • ସଂ. ବି — [ଦ୍ର—ପ୍ରତ୍ୟେକ ହାତରେ ତର୍ଜନୀ ଓ ବୃଦ୍ଧାଙ୍ଗୁଷ୍ଠର ଅଗ୍ରକୁ ବୃତ୍ତାକାରରେ ସଂଲଗ୍ନ କରି ଉକ୍ତ ବୃତ୍ତ ଦ୍ୱୟକୁ ପରସ୍ପର ସଙ୍ଗେ ବିପରୀତ ଦିଗରୁ ଛୁଆଁଇଲେ ପାଶମୁଦ୍ରା ହୁଏ। ହି. ଶ. ]