ପାଂଶୁ Pāṁṡu
- ସଂ. ବି—(ପନ୍ଶ ଧାତୁ=ବିନାଶ କରିବା+ସଂଜ୍ଞାର୍ଥେ. ଉ) — ଧୂଳି — Dust; crumbling soil
- ସଂ. ବି—(ପନ୍ଶ ଧାତୁ=ବିନାଶ କରିବା+ସଂଜ୍ଞାର୍ଥେ. ଉ) — ପାପ — Sin
- ସଂ. ବି—(ପନ୍ଶ ଧାତୁ=ବିନାଶ କରିବା+ସଂଜ୍ଞାର୍ଥେ. ଉ) — ପାଉଁଶ — Ashes
- ସଂ. ବି—(ପନ୍ଶ ଧାତୁ=ବିନାଶ କରିବା+ସଂଜ୍ଞାର୍ଥେ. ଉ) — କଳଙ୍କ — Stain; stigma
- ସଂ. ବି—(ପନ୍ଶ ଧାତୁ=ବିନାଶ କରିବା+ସଂଜ୍ଞାର୍ଥେ. ଉ) — କର୍ପୂର ବିଶେଷ — A kind of camphor
- ସଂ. ବି—(ପନ୍ଶ ଧାତୁ=ବିନାଶ କରିବା+ସଂଜ୍ଞାର୍ଥେ. ଉ) — ଅନେକ ଦିନରୁ ସଞ୍ଚିତ ଗୋବର; ଖତ — Cowdung stored for a long time for being used as manure
- ସଂ. ବି—(ପନ୍ଶ ଧାତୁ=ବିନାଶ କରିବା+ସଂଜ୍ଞାର୍ଥେ. ଉ) — ସ୍ଥାବର ସମ୍ପତ୍ତି — Immoveable property; landed property
- ସଂ. ବି—(ପନ୍ଶ ଧାତୁ=ବିନାଶ କରିବା+ସଂଜ୍ଞାର୍ଥେ. ଉ) — ପଙ୍ଗାଲୁଣ — Sea salt; white salt
- ସଂ. ବି—(ପନ୍ଶ ଧାତୁ=ବିନାଶ କରିବା+ସଂଜ୍ଞାର୍ଥେ. ଉ) — ପୁଷ୍ପ ପରାଗ — The pollen of a flower
- ସଂ. ବି—(ପନ୍ଶ ଧାତୁ=ବିନାଶ କରିବା+ସଂଜ୍ଞାର୍ଥେ. ଉ) — ସ୍ତ୍ରୀରଜଃ — The menses. (M.W)