ପାଳନା Pāḻanā

  • ଦେ. ବି. (ସଂ. ପାରଣା) — ବ୍ରତ ଉପବାସ ପରେ ପ୍ରଥମ ଭୋଜନ — Breaking a fast; the first meal taken after a religious fast
  • ଦେ. ବି. (ସଂ. ପାରଣା) — ପାଳଣ (ଦେଖ) — Pāḻaṇa (See)
  • ଦେ. ବି. (ସଂ. ପାରଣା) — ସାବଧାନ ହୋଇ ପାଳନା କର ପ୍ରଜା— କୃଷ୍ଣସିଂହ, ମହାଭାରତ - ସଭା।