ପାଳତୀ ସେବା Pāḻatī sebā

  • ଦେ. ବି. — ପାଦ ସେବା; ଦାସୀର ସେବା; ଗୋଡ଼ଘଷା — The service of a maid servant; the service of massaging the feet of one's master or mistress
  • ଦେ. ବି. — ଯହିଁ ଯାହାକୁ ଆଶ୍ରେ କରିଣ ରହଇ, ତାହାର ମା ପାଳତୀ ସେବା ନ କରଇଁ। କୃଷ୍ଣଂସିଂହ, ମହାଭାରତ, ବିରାଟ।