ପାଳୟିତା Pāḻayitā

  • ସଂ. ବିଣ. ପୁଂ. (ପାଳି ଧାତୁ+କର୍ତ୍ତୃ. ତୃ; 1 ମା. 1 ବ) — ପାଳନ କର୍ତ୍ତା — Supporting; preserving; keeping
  • ସଂ. ବିଣ. ପୁଂ. (ପାଳି ଧାତୁ+କର୍ତ୍ତୃ. ତୃ; 1 ମା. 1 ବ) — ରକ୍ଷକ — Protecting
  • ସଂ. ବି. ପୁଂ — ପାଳିବା ବ୍ୟକ୍ତି — Rearer
  • ସଂ. ବି. ପୁଂ — ପୋଷଣାହାରୀ ବ୍ୟକ୍ତି — Supporter
  • ସଂ. ବି. ପୁଂ — ରକ୍ଷକ ବ୍ୟକ୍ତି — Protector
  • ସଂ. ବି. ପୁଂ — ବ୍ରତଧାରୀ ବ୍ୟକ୍ତି — An observer of vows