ପାଲଟିଆ Pālaṭiā

  • ପ୍ରାଦେ. (ଜୟପୁର) ବି — ଶୂଦ୍ର ଓ ଛୋଟଜାତିଙ୍କ ସ୍ତ୍ରୀମାନେ ହାତରେ ପିତ୍ତଳର ଯେଉଁ ବାହୀଚୁଡ଼ି ପିନ୍ଧନ୍ତି — A kind of broad bracelet worn by low caste females