ପାଲଟିବା Pālaṭibā

  • ଦେ. କ୍ରି. (ପର୍ଯ୍ୟସ୍ତ; ପ୍ରଲୋଠନ) — ପିନ୍ଧାଲୁଗାକୁ ଛାଡ଼ିବା — To undress; to change one's dress
  • ଦେ. କ୍ରି. (ପର୍ଯ୍ୟସ୍ତ; ପ୍ରଲୋଠନ) — ବସ୍ତ୍ର ପାଲଟି ହ୍ରଦକୂଳେ। ଝାସି ପଶିଲେ ଶୀତଜଳେ। ଜଗନ୍ନାଥ, ଭାଗବତ।
  • ଦେ. କ୍ରି. (ପର୍ଯ୍ୟସ୍ତ; ପ୍ରଲୋଠନ) — ବଦଳିବା — To change
  • ଦେ. କ୍ରି. (ପର୍ଯ୍ୟସ୍ତ; ପ୍ରଲୋଠନ) — କ୍ଷଣେ କ୍ଷଣେ ପାଲଟଇ ଯାର ବର୍ଣ୍ଣ ଶିରୀ—ମଧୁସୂଦନ, କବିତା।
  • ଦେ. କ୍ରି. (ପର୍ଯ୍ୟସ୍ତ; ପ୍ରଲୋଠନ) — କୌଣସି ପଦାର୍ଥ ଅନ୍ୟ ପଦାର୍ଥରେ ପରିଣତ ହେବା — To be changed into (another thing)
  • ଦେ. କ୍ରି. (ପର୍ଯ୍ୟସ୍ତ; ପ୍ରଲୋଠନ) — କୁନ୍ଦନ ଯେବେ ପାଲଟିବ ରଙ୍ଗ—କବିସୂର୍ଯ୍ୟ, କବିତା।
  • ଦେ. କ୍ରି. (ପର୍ଯ୍ୟସ୍ତ; ପ୍ରଲୋଠନ) — ଲେଉଟିବା; ପ୍ରତ୍ୟାବର୍ତ୍ତିତ ହେବା; ଫେରିବା — To return; to come back; to turn
  • ଦେ. କ୍ରି. (ପର୍ଯ୍ୟସ୍ତ; ପ୍ରଲୋଠନ) — ଦେବରାଜ ବଚନେ ଦେବ ସୈନ୍ୟବଳ ପାଇଣ ପାଲଟିଲେ ଛାଡ଼ିଣ କୈବଲ୍ୟ। କୃଷ୍ଣସିଂହ, ମହାଭାରତ, ବନ।
  • ଦେ. କ୍ରି. (ପର୍ଯ୍ୟସ୍ତ; ପ୍ରଲୋଠନ) — ପାଛୋଟି ଯିବା — To advance to some distance to see a person off
  • ଦେ. କ୍ରି. (ପର୍ଯ୍ୟସ୍ତ; ପ୍ରଲୋଠନ) — ଶ୍ରୀରାମ ଲକ୍ଷ୍ମଣ ବିଶ୍ୱାମିତ୍ର ସଙ୍ଗେ ଘେନି, କିଛି ପାଲଟି ଅଇଲେ ରାଜମୁନି। ବିଶ୍ୱନାଥ. ବିଚିତ୍ରରାମାୟଣ।
  • ଦେ. କ୍ରି. (ପର୍ଯ୍ୟସ୍ତ; ପ୍ରଲୋଠନ) — ବସ୍ତ୍ର ପରିବର୍ତ୍ତନ କରିବା; ଲୁଗା ବଦଳିବା; ପିନ୍ଧିଥିବା ଲୁଗାକୁ ଛାଡ଼ି ଅନ୍ୟ ଲୁଗା ପିନ୍ଧିବା — To change one's cloth