ପାଲଟେଇବା Pālaṭeibā

  • ଦେ. କ୍ରି — ପାଲଟିବାର ଣିଜନ୍ତ ରୂପ — Causative form of Pālaṭibā
  • ଦେ. କ୍ରି — ବଦଳାଇବା — To exchange
  • ଦେ. କ୍ରି — ଫେରାଇଦେବା — To return