ପାଲରେ ପଡ଼ିବା Pāḻare paṟḍ̠ibā
- ଦେ. କ୍ରି — ବଶୀଭୂତ ହେବା; କରଗତ ହେବା — To come under one's control
- ଦେ. କ୍ରି — କୁଚକ୍ର ବା କୁମନ୍ତ୍ରଣା ଦ୍ୱାରା ବଶବର୍ତ୍ତୀ ହେବା — To come under another's machinations
- ଦେ. କ୍ରି — ଅନ୍ୟର ଚକ୍ରାନ୍ତରେ ବିପନ୍ନ ହେବା — To be involved in danger by another's machinations