ପାରଷଦ Pārashada

  • ଗ୍ରା. ବି(ପଦ୍ୟ)—(ସଂ. ପାର୍ଷଦ) — ପାର୍ଷଦ (ଦେଖ) — Pārshada (See)
  • ଗ୍ରା. ବି(ପଦ୍ୟ)—(ସଂ. ପାର୍ଷଦ) — ବିମାନ ମଧ୍ୟେ ନାରାୟଣ ବେଷ୍ଟିତ ପାରଷଦ ଗଣ—ଜଗନ୍ନାଥ, ଭାଗବତ